ଏସିଆନ୍ ଗେମସରେ ଭାରତୀୟଙ୍କ ଚମତ୍କାର ପ୍ରଦର୍ଶନ। ନୌଚାଳନାରେ ସିଲଭର ମେଡାଲ୍ ହାତେଇଲେ ନେହା ଠାକୁର । ନେହା ଠାକୁର ମଧ୍ୟପ୍ରଦେଶ ଅମଲାଗଞ୍ଜର ତାଙ୍କୁ ମାତ୍ର ୧୭ ବର୍ଷ । ଗତବର୍ଷ ଆବୁଧାବିରେ ଏସିଆନ୍ ସେଲିଂ ଚାମ୍ପିଅନସିପରେ ବ୍ରୋଞ୍ଚ ପଦକ ଜିତିଥିଲେ ସେ। ଏବେ ଭାରତର ମୋଟ୍ ମେ଼ାସ ସଂଖ୍ୟା ୧୨। ସେହିପରି ଏସିଆନ୍ ଗେମସର ତୃତୀୟ ଦିନରେ ପୁରୁଷ ହକି ଟିମ୍ ସିଙ୍ଗାପୁରକୁ ୧୬-୧ରେ ପରାସ୍ତ କରି ବିଶାଳ ବିଜୟ ହାସଲ କରିଛି ।
Related Posts
ଆଇପିଏଲ୍ ୨୦୨୬ରେ ଅଂଶଗ୍ରହଣ କରିପାରିବେ ନାହିଁ ମୁସ୍ତାଫିଜୁର ରେହମାନ
ଆଇପିଏଲ୍ ୨୦୨୬ରେ ଅଂଶଗ୍ରହଣ କରିପାରିବେ ନାହିଁ ମୁସ୍ତାଫିଜୁର ରେହମାନ । ବିସିସିଆଇର ସଚିବ ଦେବଜିତ ସାଇକିଆ ଏନେଇ ସ୍ପଷ୍ଟ କରିଛନ୍ତି…
ଭାରତର ପ୍ରଥମ ଇଣ୍ଡୋର ଆଥଲେଟିକ୍ସ ସେଣ୍ଟର ଉଦଘାଟିତ
କ୍ରୀଡା ଭିତ୍ତିଭୂମି ବିକାଶର ନୂଆ ଅଧ୍ୟାୟ । ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେଲା ଭାରତର ପ୍ରଥମ ଇଣ୍ଡୋର ଆଥଲେଟିକ୍ସ…
ବିଶ୍ୱ ଚେସ ସାମ୍ରାଜ୍ୟର ନୂଆ ଯୁବ ବାଦଶାହ ଡି.ଗୁକେଶ, ଚୀନକୁ ହରାଇ ରଚିଲେ ନୂଆ ଇତିହାସ
ଚେସ୍ ଇତିହାସରେ ସର୍ବକନିଷ୍ଠ ବିଶ୍ୱ ଚାମ୍ପିୟନ ଭାବେ ଇତିହାସ ସୃଷ୍ଟି କଲେ ଭାରତର ଡି. ଗୁକେଶ। ଭାରତୀୟ ତାରକା ଗୁକେଶ…

