ଚୀନର ହାଙ୍ଗଝୋଉରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ମିଳିଲା ଆଉ ଏକ ରୌପ୍ୟ ପଦକ । ମହିଳା ଗୋଲ୍ଫରେ ରୌପ୍ୟ ଜିତିଛନ୍ତି ଅଦିତି ଅଶୋକ । ରୌପ୍ୟ ପାଇ ଅଦିତି ଅଶୋକ ଇତିହାସ ରଚିଛନ୍ତି। ପ୍ରଥମ ଭାରତୀୟ ମହିଳା ଗୋଲ୍ଫର ଭାବେ ଏସିଆଡ୍ରେ ପଦକ ଜିତିଛନ୍ତି ଅଦିତି ଅଶୋକ। ଏଥିସହ ବର୍ତ୍ତମାନ ୧୦ ସ୍ୱର୍ଣ୍ଣ, ୧୫ ରୌପ୍ୟ ଓ ୧୪ ବ୍ରୋଞ୍ଜ ସହ ଭାରତକୁ ୩୯ ପଦକ ମିଳିଛି।
Related Posts
ଆଜି ଅନ୍ତର୍ଜାତୀୟ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ଉଦଘାଟନ କରିବେ ନବୀନ
ବହୁ ପ୍ରତୀକ୍ଷାର ଅନ୍ତ ଘଟିବ। ହକିର ଏନ୍ତୁଡିଶାଳ ସୁନ୍ଦରଗଡରେ ଯୋଡି ହେବ ନୂଆଫର୍ଦ୍ଦ। ରାଉରକେଲାରେ ଆଜି ଉଦଘାଟନ ହେବ ଅନ୍ତର୍ଜାତୀୟ…
ଓଡ଼ିଆ ପୁଅ ପ୍ରଜ୍ଞାନ ଓଝାଙ୍କୁ ମିଳିଲା ବଡ଼ ଦାୟିତ୍ବ
ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ରେ ଓଡ଼ିଆ ପୁଅ ପ୍ରଜ୍ଞାନ ଓଝାଙ୍କୁ ବଡ଼ ଦାୟିତ୍ବ ମିଳିଛି। ପୁରୁଷ କ୍ରିକେଟ୍ ଟିମ୍ର…
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ଚାମ୍ପିୟନ
ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ମଙ୍ଗଳବାର ଇତିହାସ ସୃଷ୍ଟି କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ପଞ୍ଜାବ କିଙ୍ଗସକୁ ୬…

