ୟୁଜିସି ନେଟ୍‌‌ ପାଇଁ ଆବେଦନ ଆରମ୍ଭ

ଆଜିଠୁ ଆପଣ କରିପାରିବେ ୟୁଜିସି ନେଟ୍‌‌ ପାଇଁ ଆବେଦନ । ଆଶାୟୀ ଛାତ୍ରଛାତ୍ରୀ ଆସନ୍ତା ଅକ୍ଟୋବର ୨୮ ତାରିଖ ମଧ୍ୟରେ ଆବେଦନ କରିବାକୁ ଥିବା ବେଳେ ସ୍କିଲ ଟେଷ୍ଟ ଡିସେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ। ଏନେଇ ସବିଶେଷ ସୂଚୀ ଏନ୍‌ଟିଏ ପକ୍ଷରୁ ପ୍ରକାଶିତ ହୋଇଛି।

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!