ଆଜିଠୁ ଆପଣ କରିପାରିବେ ୟୁଜିସି ନେଟ୍ ପାଇଁ ଆବେଦନ । ଆଶାୟୀ ଛାତ୍ରଛାତ୍ରୀ ଆସନ୍ତା ଅକ୍ଟୋବର ୨୮ ତାରିଖ ମଧ୍ୟରେ ଆବେଦନ କରିବାକୁ ଥିବା ବେଳେ ସ୍କିଲ ଟେଷ୍ଟ ଡିସେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ। ଏନେଇ ସବିଶେଷ ସୂଚୀ ଏନ୍ଟିଏ ପକ୍ଷରୁ ପ୍ରକାଶିତ ହୋଇଛି।
।

This will close in 0 seconds