ଆପଣଙ୍କ ପାଖରେ ଅଛି କି ୨୦୦୦ ଟଙ୍କିଆ ନୋଟ୍ …

ସରଯିବ ୨୦୦୦ ଟଙ୍କିଆ ନୋଟର ଅବଧି । କାଲି ୨୦୦୦ ଟଙ୍କିଆ ନୋଟର ଶେଷ ଦିନ । ଆଉ ବଜାରକୁ ଆସିବନି ଗୋଲାପି ରଂଗର ନୋଟ । ୨୦୧୬ରେ ୨୦୦୦ ଟଙ୍କିଆ ନୋଟ ପ୍ରଥମ ଥର ପାଇଁ ମାର୍କେଟକୁ ଆସିଥିଲା ।୭ ଅକ୍ଟୋବର ୨୦୨୩ ନୋଟର ଶେଷ ଦିନ ହେବାକୁ ଯାଉଛି । ଭାରତୀୟ ରିଜର୍ଭ ବ୍ୟାଙ୍କ୍ ୨୦୦୦ ଟଙ୍କିଆ ନୋଟକୁ ମେ ୧୯ ତାରିଖରୁ ଏହା ଉପରେ କଟକଣା ଲଗାଇଥିଲେ କିନ୍ତୁ ଏହାକୁ ବ୍ୟାଙ୍କରେ ଜମା କରିବାକୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ । ପରେ ଏହାର ଅବଧି ୭ ବୃଦ୍ଧି କରାଯାଇ ବଢାଇଥିଲେ ୭ ଅକ୍ଟୋବର ୨୦୨୩ କରାଯାଇଥିଲା ଯାହାକି କାଲି ଶେଷ ହେବାକୁ ଯାଉଛି ।

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!