ସରଯିବ ୨୦୦୦ ଟଙ୍କିଆ ନୋଟର ଅବଧି । କାଲି ୨୦୦୦ ଟଙ୍କିଆ ନୋଟର ଶେଷ ଦିନ । ଆଉ ବଜାରକୁ ଆସିବନି ଗୋଲାପି ରଂଗର ନୋଟ । ୨୦୧୬ରେ ୨୦୦୦ ଟଙ୍କିଆ ନୋଟ ପ୍ରଥମ ଥର ପାଇଁ ମାର୍କେଟକୁ ଆସିଥିଲା ।୭ ଅକ୍ଟୋବର ୨୦୨୩ ନୋଟର ଶେଷ ଦିନ ହେବାକୁ ଯାଉଛି । ଭାରତୀୟ ରିଜର୍ଭ ବ୍ୟାଙ୍କ୍ ୨୦୦୦ ଟଙ୍କିଆ ନୋଟକୁ ମେ ୧୯ ତାରିଖରୁ ଏହା ଉପରେ କଟକଣା ଲଗାଇଥିଲେ କିନ୍ତୁ ଏହାକୁ ବ୍ୟାଙ୍କରେ ଜମା କରିବାକୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ । ପରେ ଏହାର ଅବଧି ୭ ବୃଦ୍ଧି କରାଯାଇ ବଢାଇଥିଲେ ୭ ଅକ୍ଟୋବର ୨୦୨୩ କରାଯାଇଥିଲା ଯାହାକି କାଲି ଶେଷ ହେବାକୁ ଯାଉଛି ।
Related Posts
ଜମ୍ମୁ ଓ କାଶ୍ମୀରର ବାଦଲଫଟା ବର୍ଷା ହେତୁ ୩୩ ଜଣଙ୍କର ମୃତ୍ୟୁ
ଜମ୍ମୁ ଓ କାଶ୍ମୀରର କିଷ୍ଟୱାର ଜିଲାର ଚୋସିତି ଗାଁରେ ଗୁରୁବାର ଏକ ଭୟଙ୍କର ବାଦଲଫଟା ବର୍ଷା ହେତୁ ସୃଷ୍ଟ ଆକସ୍ମିକ…
କେନ୍ଦ୍ର ବଜେଟ୍: ପ୍ରଧାନମନ୍ତ୍ରୀ କୃଷି ଧନ ଜନ ଯୋଜନାକୁ ଗୁରୁତ୍ୱ
ଏଥର ବଜେଟ୍ରେ ୧୦ଟି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। ମଧ୍ୟମ ଶ୍ରେଣୀ ଲୋକଙ୍କ ବିକାଶକୁ ବେଶୀ ଗୁରୁତ୍ୱ ଦିଆଯାଇଛି। ପ୍ରଧାନମନ୍ତ୍ରୀ କୃଷି…
୨୦ ବର୍ଷର ଯୁବତୀ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ
ଗତ ସପ୍ତାହରେ ମହାରାଷ୍ଟ୍ରର ନବି ମୁମ୍ବାଇରେ ଜଣେ ୨୦ ବର୍ଷର ବାଳିକା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି…

