ଖୁବଶୀଘ୍ର ମାଲକାନଗିରି ଜିଲ୍ଲାରୁ ଉଡିବ ବିମାନ

ଖୁବଶୀଘ୍ର ମାଲକାନଗିରି ଜିଲ୍ଲାରୁ ଉଡିବ ବିମାନ । ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ , ରାଜ୍ୟ ପୂର୍ତ୍ତ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଆଲୋକ କୁମାର ମହାନ୍ତି, ଜିଲ୍ଲା ପୂର୍ତ୍ତ ବିଭାଗ ଅଧିକ୍ଷକ ଯନ୍ତ୍ରୀ ନିହାର ରଞ୍ଜନ ବେହେରାଙ୍କ ଉପସ୍ଥିତରେ ମାଲକାନଗିରି ଏଆରଷ୍ଟ୍ରିପର ଅନୁଧ୍ୟାନ କରାଯାଇଛି।

ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।କମ ସମୟରେ ରାଜଧାନୀ ସହ ଅନ୍ୟ ରାଜ୍ୟକୁ ଯାତାୟତ କରିପାରିବେ ଜିଲ୍ଲାବାସୀ। ଜୋରସୋରରେ ଚାଲିଛି ମାଲକାନଗିରି ବିମାନବନ୍ଦର କାର୍ଯ୍ୟ ।

ଆଭିଏସନ୍ ଆଡଭାଇଜର ସୁରେଶ ଚନ୍ଦ୍ର ହୋତା ଏବଂ ବିମାନ ବନ୍ଦର ପ୍ରାଧିକରଣ ଏଜିଏମ ପ୍ରଦୀପ୍ତ କୁମାର ବେଜ ନିର୍ମାଣଧୀନ ଏଆରଷ୍ଟ୍ରିପର ନିରୀକ୍ଷଣ କରି ଫେରିଛନ୍ତି ।

Post Views22 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!