ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣଦେଓ ସାଏ

ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବିଷ୍ଣଦେଓ ସାଏ ଶପଥ ଗ୍ରହଣ କରିଛନ୍ତି। ସେ ହେଉଛନ୍ତି ରାଜ୍ୟର ଚତୁର୍ଥ ମୁଖ୍ୟମନ୍ତ୍ରୀ । ପୂର୍ବରୁ ଅଜିତ ଯୋଗୀ, ରମଣ ସିଂହ ଓ ଭୂପେଶ ବାଘେଲ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ। କାର୍ଯ୍ୟକାଳ ଅନୁଯାୟୀ ସାଏ ଷଷ୍ଠ ବିଧାନସଭାରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଗତ ଡିସେମ୍ବର ୩ତାରିଖରେ ଘୋଷିତ ନିର୍ବାଚନ ଫଳାଫଳରେ ଛତିଶଗଡ଼ରେ ବିଜେପିକୁ ବହୁମତ ମିଳିଥିଲା । ତେବେ ଗତ ୧୦ ତାରିଖରେ ବିଜେପି ବିଷ୍ଣଦେଓଙ୍କୁ ନିଜର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲା

Post Views67 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!