ଭୁବନେଶ୍ଵର ସହର ମାଷ୍ଟରକ୍ୟାଣ୍ଟିନ୍ ଛକ ନିକଟରେ ଜନପଥରେ ଆକର୍ଷଣୀୟ ହୋଟେଲ୍ ଷ୍ଟଲ୍ୱାର୍ଟ୍ ଯଯାତିର ଶୁଭ ଉଦ୍ଘାଟନ ହୋଇଛି। ହୋଟେଲ୍ର ସି.ଏମ.ଡି. ଶରତ କୁମାର ସାହୁଙ୍କ ପରିବାର ଏବଂ ବନ୍ଧୁମାନଙ୍କ ଉପସ୍ଥିତିରେ ମାତା ରୁକ୍ମଣି ବେହେରା ଙ୍କ କର କମଳରେ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ତିନିମହଲା ବିଶିଷ୍ଟ ହୋଟେଲ୍ରେ ୪୦ଟି ଆରାମଦାୟକ କୋଠରୀ, ୬ଟି ସୁଟ୍. ଏବଂ ୨ଟି ବାଂକ୍ରେଟ୍ ହଲ୍ ରହିଛି । ଏହା ସହିତ ଲନ୍, ଇନଡୋର୍ ଗେମ୍ ଆଦିର ବ୍ୟବସ୍ଥା ରହିଛି । ପୂର୍ବରୁ ଏହି ହୋଟେଲ୍ର ନାମ ଯଯାତି ଥିଲା । ବ୍ୟାଙ୍କିଙ୍ଗ୍ କ୍ଷେତ୍ରରୁ ଆସି ଶରତ କୁମାର ସାହୁ ରିଅଲ୍ ଇଷ୍ଟେଟ୍ ଦୁନିଆରେ ଆଜି ସଫଳ ଏବଂ ଅଗ୍ରଗାମୀ । ନିକଟରେ ଷ୍ଟଲ୍ୱାର୍ଟ୍ ସ୍କାଏସିଟି ନାମରେ ୩୬ମହଲା ବିଶିଷ୍ଟ ଆପାର୍ଟମେଣ୍ଟ୍ ର ନିର୍ମାଣ କାର୍ଯ୍ୟ ଆରମ୍ଭ କରି ବହୁ ଖ୍ୟାତି ଅର୍ଜନ କରିଅଛନ୍ତି ।
Related Posts
ଏଣିକି ଛାତ୍ରୀଛାତ୍ର ବିଦ୍ୟାଳୟକୁ ନିୟମିତ ନ ଗଲେ ଘରକୁ ଯିବେ ସ୍କୁଲ କର୍ତ୍ତୃପକ୍ଷ
ସ୍କୁଲ ଓ ଗଣଶିକ୍ଷା ବିଭାଗ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଛାତ୍ରୀଛାତ୍ର ବିଦ୍ୟାଳୟକୁ ନିୟମିତ ନ ଗଲେ ଘରକୁ ଯିବେ…
ପୋଲିସ ଡ୍ରାଇଭର ନିଯୁକ୍ତି ସର୍ବାଧିକ ବୟସ ସୀମା ୪ ବର୍ଷ କୋହଳ
ପୋଲିସ ଡ୍ରାଇଭର ନିଯୁକ୍ତି ପ୍ରସଙ୍ଗରେ ସର୍ବାଧିକ ବୟସସୀମା ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି ହାଇକୋର୍ଟ । ସର୍ବାଧିକ ବୟସ ସୀମା…
ସମନ୍ୱିତ ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀର ପ୍ରଥମ ସଫଳ ପରୀକ୍ଷଣ କଲା ଡିଆରଡିଓ
ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ସମନ୍ୱିତ ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀ(ଆଇଏଡିଡବ୍ଲୁଏସ)ର ପ୍ରଥମ ସଫଳ ପରୀକ୍ଷଣ ସମ୍ପନ୍ନ…

