ମେଣ୍ଟ ଚର୍ଚ୍ଚା ଭିତରେ ମନମୋହନ ସାମଲଙ୍କ ବଡ଼ ବୟାନ; କହିଲେ ରାଜ୍ୟରେ ଏକାକୀ ଲଢି଼ ସରକାର କରିବ ବିଜେପି

ରାଜ୍ୟରେ ବିଗତ କିଛି ଦିନ ହେବ ମେଣ୍ଟ ଚର୍ଚ୍ଚା ଜାରି ରହିଥିବା ବେଳେ ରାଜ୍ୟ ବିଜେପି ସଭାପତିଙ୍କ ମନମୋହନ ସାମଲଙ୍କ ବଡ ବୟାନ କହିଲେ, ରାଜ୍ୟରେ ଏକାକୀ ଲଢ଼ିବ ବିଜେପି ଏକାକୀ ସରକାର କରିବ ବିଜେପି ବିଜେପି ଏକାକି ନିର୍ବାଚନ ଲଢିବ ବୋଲି ମନମୋହନ ସାମଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏଥିସହିତ ଆଗାମୀ ନିର୍ବାଚନରେ ବିଜେପି ରାଜ୍ୟରେ ଏକାକୀ ଲଢ଼ି ସରକାର କରିବ, ଓଡ଼ିଶାର ଅସ୍ମିତାକୁ ନେଇ ବିଜେପି ନିର୍ବାଚନ ଲଢ଼ିବ ବୋଲି ମନମୋହନ ସାମଲ କହିଛନ୍ତି

ସୂଚନା ଯୋଗ୍ୟ ଯେ, ଦିଲ୍ଲୀରୁ ଫେରିବା ପୂର୍ବରୁ ବୁଧବାର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ବୈଠକ କରି ଆଲୋଚନା କରିଛନ୍ତି ରାଜ୍ୟ ନେତୃବୃନ୍ଦ ଗତକାଲି ଶାହାଙ୍କ ଘରେ ବସିଥିବା ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ସଂପାଦକ ମାନସ ମହାନ୍ତି, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଓ ସହ ପ୍ରଭାରୀ ଲତା ଉସେଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

Post Views49 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!