ଦୀର୍ଘ ଦିନର ଚର୍ଚ୍ଚା ହେଲା ସତ । ବିବାହ ବନ୍ଧନରେ ବାନ୍ଧିହେଲେ ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୈତ୍ର ଓ ବିଜେଡି ନେତା ପିନାକୀ ମିଶ୍ର। ଉଭୟ ଜର୍ମାନୀରେ ବିବାହ କରିଥିବା ସୂଚନା ମିଳୁଛି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିବାହ ଅତ୍ୟନ୍ତ ବ୍ୟକ୍ତିଗତ ଭାବେ ଓ ଅଳ୍ପ ଲୋକଙ୍କ ଉପସ୍ଥିତିରେ ହୋଇଥିଲା । ଏହି ଘଟଣାକୁ ନେଇ ସୋସିଆଲ ମିଡ଼ିଆରେ “ଅପରେସନ୍ ସିନ୍ଦୂର” ବୋଲି କିଛି ଅନୁଗାମୀ ବ୍ୟଙ୍ଗାତ୍ମକ ଶବ୍ଦ ବ୍ୟବହାର କରି ଆଲୋଚନା କରୁଛନ୍ତି ।
Related Posts
ଆଜି ଅନ୍ତର୍ଜାତୀୟ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ଉଦଘାଟନ କରିବେ ନବୀନ
ବହୁ ପ୍ରତୀକ୍ଷାର ଅନ୍ତ ଘଟିବ। ହକିର ଏନ୍ତୁଡିଶାଳ ସୁନ୍ଦରଗଡରେ ଯୋଡି ହେବ ନୂଆଫର୍ଦ୍ଦ। ରାଉରକେଲାରେ ଆଜି ଉଦଘାଟନ ହେବ ଅନ୍ତର୍ଜାତୀୟ…
Eritrean Testation wins Tour du Rwanda for second time
Dolor sit amet, consectetur adipiscing elit. Odio ac neque fermentum morbi. Aenean lectus eu, arcu,…
ଏସିଆ କପ୍ ୨୦୨୫ରେ ଭାରତର ଲଗାତାର ଦ୍ବିତୀୟ ବିଜୟ
ଏସିଆ କପ୍ ୨୦୨୫ରେ ଭାରତୀୟ ହକି ଦଳର ଦମଦାର ପ୍ରଦର୍ଶନ। ଲଗାତାର ଦ୍ବିତୀୟ ମ୍ୟାଚ୍ରେ ବିଜୟ ଧାରା ବଜାୟ ରଖିଛି…

