ବିମାନ ଦୁର୍ଘଟଣାକୁ ନେଇ ୩ କ୍ରୁ ସଦସ୍ୟଙ୍କୁ ବହିଷ୍କାର ନିମନ୍ତେ DGCAର ନିର୍ଦ୍ଦେଶ

ଅହମ୍ମଦାବାଦରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣାକୁ ନେଇ ୩ କ୍ରୁ ସଦସ୍ୟଙ୍କୁ ବହିଷ୍କାର ନିମନ୍ତେ ଏୟାର ଇଣ୍ଡିଆକୁ DGCA ନିର୍ଦ୍ଦେଶ ଦେଇଛି। ଲାଇସେନ୍ସ ଲାପ୍ସ, ବିଶ୍ରାମ ଓ ନୂତନତା ଆବଶ୍ୟକତା ଦର୍ଶାଇଛି DGCA।

ଏଥିସହ ଦୁଇଟି ଉଡ଼ାଣ ପାଇଁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛି। ମେ’ ୧୬ ବେଙ୍ଗାଲୁରୁ-ଲଣ୍ଡନ ବିମାନ ଉଡ଼ାଣ ନେଇ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି। ପାଇଲଟ୍‌ ୧୦ ଘଣ୍ଟାରୁ ଅଧିକ ସମୟ ଉଡ଼ାଣ କରିଥିବାରୁ ନୋଟିସ୍‌ ଜାରି ହୋଇଛି।

ଏହି ୩ କ୍ରୁ ମେମ୍ବର ହେଲେ ଚୁରାହ ସିଂହ, ଡିଭିଜନାଲ ଭାଇସ୍‌ ପ୍ରେସିଡେଣ୍ଟ ପିଙ୍କି ମିତ୍ତଲ ମୁଖ୍ୟ ପରିୁଚାଳିକା କ୍ରୁ ସୂଚୀକରଣ ଏବଂ ପାୟଲ ଆରୋରା ବୋଲି ଜଣାପଡ଼ିଛି

Post Views14 Total Count

Apply Now


This will close in 0 seconds

error: Content is protected !!