ସେପ୍ଟେମ୍ବର ୧୮ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହା ୨୫ତାରିଖ ଯାଏଁ ଅଧିବେଶନ ଚାଲିବ ବୋଲି ସୂଚନା ମିଳିଛି । ୧୮ରୁ ମୌସୁମୀ ଅଧିବେଶନ ନେଇ ବାଚସ୍ପତିଙ୍କ ଅଫିସ୍ ଫକ୍ଷରୁ ସୂଚନା ଦିଆଯାଇଛି । ଗୃହରେ ସରକାରଙ୍କୁ ଘେରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏନେଇ କହିଛନ୍ତି ଯେ ୧୪ମାସର ସରକାରଙ୍କ ବିଫଳତା ପ୍ରସଙ୍ଗ ଉଠାଇବୁ । ରାଜ୍ୟରେ ନାରୀ ନିର୍ଯାତନା, ଆଇନ ଶୃଙ୍ଖଳା ପ୍ରସଙ୍ଗ, ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ ପ୍ରସଙ୍ଗ ମଧ୍ୟ ଉଠାଇବା ବିଜେଡି ।
Related Posts
ଲିଭ୍-ଇନ୍ ପାର୍ଟନରକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କଲା, ପ୍ରେସର୍ କୁକର୍ରେ ପକାଇ ଶିଝାଇଲା
ମୁମ୍ବାଇର ମୀରା ରୋଡ୍ ସ୍ଥିତ ନୟା ନଗର ଥାନା ଅନ୍ତର୍ଗତ ଗୀତା-ଆକାଶଦୀପ ସୋସାଇଟିରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଲିଭ୍-ଇନ୍ରେ…
ନବସୃଜନରୁ ନବଉଦ୍ୟୋଗ ପ୍ରତିଷ୍ଠା ଉଦ୍ଦେଶ୍ୟ: ଧର୍ମେନ୍ଦ୍ର
ଆଇଆଇଟି ଭୁବନେଶ୍ବରର ଗବେଷଣା ଓ ଉଦ୍ୟମିତା ପାର୍କର ଅଭିଯାନ ‘୧୦୦-କ୍ୟୁବ୍’ ଷ୍ଟାର୍ଟଅପ୍କୁ ଉଦ୍ଘାଟନ କରି ଓଡ଼ିଶା ତଥା ଭାରତର ଯୁବଶକ୍ତି…
ପୁଣି ଖୋଲିଲା ରତ୍ନଭଣ୍ଡାର: ସ୍ଥାନାନ୍ତରଣ ହେଲା ଖାଲି ସିନ୍ଦୁକ ଓ ଆଲମିରା
ଆଜି ଅପରାହ୍ଣ ୨ଟାରେ ପୁଣି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଛି। ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ…

