ମଦ ପିଇବା କାରଣରୁ ବିମାନବନ୍ଦରରେ ଦୁଇ ଜଣ ଯାତ୍ରୀଙ୍କୁ ଗିରଫ

ପାଟନା ବିମାନବନ୍ଦରରେ ଦୁଇ ଜଣ ଯାତ୍ରୀଙ୍କୁ ଗିରଫ କରାଯାଇଛି । ଦିଲ୍ଲୀରୁ ପାଟନା ଆସୁଥିବା ଇଣ୍ଡିଗୋର ଏକ ବିମାନରେ ଦୁଇଜଣ ଯାତ୍ରୀ ମଦ ପିଇଥିବା ଅଭିଯୋଗ ହୋଇଥିଲା ।

ଏନେଇ କ୍ର୍ୟୁ ମେମ୍ବର ଜାଣିବା ପରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରଙ୍କୁ ଜଣାଇଥିଲେ।

ଏହି ଖବର ବିମାନର କ୍ୟାପଟେନଙ୍କ ପାଖରେ ପହଞ୍ଚିବା ପରେ ସେ ଏହି ବିବାଦର ସମାଧାନ ପାଇଁ ମଝିକୁ ଆସିଥିଲେ । ହେଲେ କ୍ୟାପଟେନଙ୍କୁ ମଧ୍ୟ ୩ ଯୁବକ ଦୁର୍ବ୍ୟହାର କରିବା ସହ ମାଡ ମାରିଥିଲେ । ବିମାନଟି ଲ୍ୟାଣ୍ଡି କରିବା ପରେ ଘଟଣା ସମ୍ପର୍କରେ ତୁରନ୍ତ ସିଆଇଏସଏଫକୁ ଏହି ସୂଚନା ଦିଆଯାଇଥିଲା ।

ପାଟନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ କରିଛି ,

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!