ଥାନାରେ ହାଜର ହେଲେ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ

୨୦୧୫ରେ ହୋଇଥିବା ବିବାହ ଆଉ ୨୦୨୩ରେ ଆସିଲା ଫାଟ । ଦୀର୍ଘଦିନ ଧରି ନିର୍ଯାତିତ ହେବା ପରେ ମୁହଁ ଖୋଲିଲେ କଣ୍ଠଶିଳ୍ପୀଙ୍କ ପତ୍ନୀ ।

ପତ୍ନୀ ଘରୋଇ ହିଂସା ଅଭିଯୋଗ ଆଣିବା ପରେ କାଠଗଡାରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ତାଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର‌୍ୟାତନାର ଅଭିଯୋଗ ଆଣିଛନ୍ତି ପତ୍ନୀ ଶ୍ରୀୟା ଗତ କିଛି ମାସ ହେବ ହ୍ୟୁମାନ ସାଗର ପତ୍ନୀଙ୍କୁ ଅବହେଳା କରିବା ସହ ଶାରୀରିକ ଓ ମାନସିକ ନିର‌୍ୟାତନା ଦେଉଥିବା ଅଭିଯୋଗ ହୋଇଛି ।

କଟକ ମହିଳା ଥାନାରେ ହ୍ୟୁମାନ ସାଗର ହାଜର । ହାଜର ପାଇଁ ପୋଲିସ ସମନ କରିଥିଲା । ହ୍ୟୁମାନ ସାଗରଙ୍କ ନାଁରେ ପତ୍ନୀ ଅଭିଯୋଗ ଆଣିଥିଲେ । ଘରୋଇ ହିଂସା ଓ ଦାମ୍ପତ୍ୟ କଳହ ଅଭିଯୋଗ ଆଣିଥିଲେ ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!