ଲଞ୍ଚ ହେଲା ଭାରତର ପ୍ରଥମ କୋଭିଡ୍ ନାଜାଲ ଭାକ୍ସନ ଇନକୋଭାକ

ଭାରତର ପ୍ରଥମ କୋଭିଡ ନାଜାଲ ଭାକ୍ସିନ ଇନକୋଭାକ ଲଞ୍ଚ ହେଲା । ଯେଉଁ ବ୍ୟକ୍ତି ପୂର୍ବରୁ ବୁଷ୍ଟର ଡୋଜ୍ ନେଇଛନ୍ତି ସେମାନେ ନାଜାର ଭ୍ୟାକ୍ସିନ ନେଇପାରିବେ ନାହିଁ ।

୧୮ ବର୍ଷରୁ ଅଧିକ ବ୍ୟକ୍ତି ଏହି ନାଜାଲ ଭାକ୍ସିନ ନେଇପାରିବେ । ଇନକୋଭାକକୁ ଲଞ୍ଚ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ।

ଏହି ଟିକା ଡୋଜ୍ ପିଛା ଦର ଘରୋଇ ହସ୍ପିଟାଲରେ ୮୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ସରକାରୀ ହସ୍ପିଟାଲରେ ଡୋଜ୍ ପିଛା ୩୨୫ ଟଙ୍କା ରଖାଯାଇଛି ।
ଲଞ୍ଚ ହେଲା ଭାରତର ପ୍ରଥମ କୋଭିଡ୍ ନାଜାଲ ଭାକ୍ସନ ଇନକୋଭାକ
ଏହି ନାଜାର ଭାକ୍ସିନକୁ ୨୮ ଦିନର ବ୍ୟବଧାନ ମଧ୍ୟରେ ଦୁଇଟି ଡୋଜ୍ ନେଇପାରିବେ ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!