ୟୁବିଓଆଇର ନୂତନ ଶାଖା ଉଦ୍‌ଘାଟିତ

ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଓଆଇ)ର କଟକ ମିଡ୍‌ କର୍ପୋରେଟ୍‌ ଶାଖା ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୟୁବିଓଆଇର ଭୁବନେଶ୍ୱର ଅଞ୍ଚଳର କ୍ଷେତ୍ର ମହାପ୍ରବନ୍ଧକ ସର୍ଭେଶ ରଞ୍ଜନଙ୍କ ସମେତ ବ୍ୟାଙ୍କର କଟକ କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ତୁଷାରକାନ୍ତ କର, ଉପ-କ୍ଷେତ୍ରୀୟ ମୁଖ୍ୟ ସୁଶାନ୍ତ କୁମାର ନାୟକ ଏବଂ କଟକ ମିଡ୍‌ କର୍ପୋରେଟ୍‌ ଶାଖାର ମୁଖ୍ୟ ପ୍ରବନ୍ଧକ ସୁକମଳ ସାହା ପ୍ରମୁଖ ଉପସ୍ଥିତ ଥିଲେ।

Post Views92 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!