କୋର୍ଟରୁ ବାହାରିବା ବେଳେ ଲେଡ଼ି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ବିସ୍ଫୋରକ ବୟାନ

ଆଜି କୋର୍ଟରୁ ବାହାରିବା ବେଳେ, ଲେଡ଼ି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ବିସ୍ଫୋରକ ବୟାନ ।ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ କଲେ ଟାର୍ଗେଟ ।କହିଲେ କାହିଁକି ଏଯାଏଁ ବାହାରେ ବୁଲୁଚି ଶ୍ରଦ୍ଧାଞ୍ଜଳି ।

ଛତ୍ରଛାୟା ତଳେ ରହିଛି ଶ୍ରଦ୍ଧାଞ୍ଜଳି ବେହେରା । ଯେଉଁଥିପାଇଁ ତାକୁ ଗିରଫ କରାଯାଉନି, ଏହା ପଛରେ ଏକ ବଡ଼ ଶକ୍ତି କାମ କରୁଛି । ତାକୁ ଜାଣିଶୁଣି ଘଣ୍ଟ ଘୋଡାଇ ଚାଲିଛନ୍ତି ।

ଶ୍ରଦ୍ଧାଞ୍ଜଳିକୁ ହନିମୁନ ପ୍ୟାକେଜରେ ପଠାଯାଇଥିଲା ,ଓଲଡ଼ ଟାଉନ ଅଞ୍ଚଳର ଜଣେ ପ୍ରଭାବଶାଳୀ ବ୍ୟକ୍ତି ସୌଭାଗ୍ୟ ମିଶ୍ର ନାମକ ଜଣେ ଲୁଗା ବ୍ୟବସାୟୀ ସହ ପଠାଯାଇଥିଲା ।

ଅକ୍ଷୟ ପରିଜା 23 ବର୍ଷୀୟ ଜଣେ ଝିଅଙ୍କ ସହ ମାଂସ ଖାଇବାକୁ ଯାଇଥିଲେ ବୋଲି ମଧ୍ୟ କହିଛନ୍ତି ।

ଶ୍ରଦ୍ଧାଞ୍ଜଳି ନାଁରେ କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି । ସେଥିପାଇଁ କୋର୍ଟଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!