ବେଶ୍ ଜମୁଛି ଝାରସୁଗୁଡ଼ା ଉପନିର୍ବାଚନ ମାହୋଲ

ବେଶ୍ ଜମୁଛି ଉପନିର୍ବାଚନ ମାହୋଲ । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, କୋଲାବିରା ବ୍ଲକ ଦାୟିତ୍ୱରେ ଥିବା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ,ମନ୍ତ୍ରୀ ଟୁକୁନି ସାହୁ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଦୀପାଳିଙ୍କ ପାଇଁ ଭୋଟ ମାଗିଛନ୍ତି ।

ଦୀପାଳିଙ୍କ ସହିତ ଭାଇ ବିଶାଳ ଦାସ ମଧ୍ୟ ପ୍ରଚାର କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ସହିତ ସ୍ବର୍ଗତ ନବ କିଶୋର ଦାସଙ୍କ ସ୍ବପ୍ନକୁ ନେଇ ଭୋଟ ମାଗୁଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ୍ ।
ବ୍ରଜରାଜନଗର ଓ ପଦମପୁର ଭଳି ଏଠାରେ ମଧ୍ୟ ବିପୁଳ ବ୍ୟବଧାନରେ ଦଳ ବିଜୟୀ ହେବ ବୋଲି ଆଶା ରଖିଛି ।

Post Views68 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!