ମାଷ୍ଟର ମାଇଣ୍ଡ ରାଘବ ଜେନାର ଘର ଭାଙ୍ଗୁଛି ପୋଲିସ

ମାଷ୍ଟର ମାଇଣ୍ଡ ରାଘବ ଜେନାର ଘର ଭାଙ୍ଗୁଛି ପୋଲିସ । ସରକାରୀ ଜମିରେ କରିଥିବା ୩୦ରୁ ଅଧିକ ଘର ଭାଙ୍ଗୁଛି ପୋଲିସ । ଏନେଇ ବିଡିଏ ଓ ବିଏମସି ସହାୟତାରେ ନୋଟିସ ଜାରି କରିଥିଲା ପୋଲିସ ।
୧୦ କୋଟିର ଜମି ପଜେସନ ପାଇଁ କୋଟିଏ ଟଙ୍କାର ବଟି ଘଟଣାରେ ପୋଲିସ୍ ର କାର୍ଯ୍ୟାନୁଷ୍ଠାନ ।

ଆଜି ଝାରପଡାରେ ଅପରାଧୀର ଘର ଭାଙ୍ଗୁଛି ବୁଲଡୋଜର । ଗତକାଲି ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ମାଷ୍ଟର ମାଇଣ୍ଡ ରାଘବ ଜେନା ଏବେ ବି ଫେରାର ଅଛି ।

ତାକୁ ଧରିବା ପାଇଁ ୩ଟି ସ୍ପେଶାଲ ଟିମ୍ ରାଜ୍ୟ ଓ ରାଜ୍ୟ ବାହାରେ ଚଢ଼ାଉ ଚଳାଇଛି ।

Post Views73 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!