ଆସନ୍ତା ୭ରେ ଝାରସୁଗୁଡ଼ା ଯିବେ ବିଜେଡ଼ି ସୁପ୍ରିମୋ

ଆସନ୍ତା ମେ’ ୧୦ ତାରିଖରେ ଏଠାରେ ଭୋଟ୍ ଗ୍ରହଣ କରାଯାଇ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ନିର୍ବାଚନ ପାଇଁ ଝାରସୁଗୁଡା ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି।

ଦୀପାଳିଙ୍କ ପାଇଁ ଘରକୁ ଘର ବୁଲି ସମର୍ଥନ ସାଉଣ୍ଟୁଛନ୍ତି ବିଜେଡି ଷ୍ଟାର ପ୍ରଚାରକ ଓ କର୍ମୀ ।

ଅନ୍ୟପଟେ ଆସନ୍ତା ୭ ତାରିଖରେ ଝାରସୁଗୁଡା ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରିବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ଝାରସୁଗୁଡାରେ ନିର୍ବାଚନୀ ସଭାକୁ ସମ୍ବୋଧନ କରି ଦୀପାଳିଙ୍କ ପାଇଁ ସମର୍ଥନ ଲୋଡ଼ିବେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଉତ୍ସାହିତ ବିଜେଡି ।

Post Views101 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!