ପ୍ରକାଶ ପାଇଲା ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ । ଚଳିତବର୍ଷ ମୋଟ ପାସ୍ ହାର ରହିଛି ୯୩.୧୨ ପ୍ରତିଶତ ।
ଗତବର୍ଷ ଅପେକ୍ଷା ୧.୨୮ ପ୍ରତିଶତ କମ୍ ରହିଛି ପାସ୍ ହାର । ଝିଅଙ୍କ ପାସ୍ ହାର ୯୪.୨୫% ରହିଥିବାବେଳେ ପୁଅଙ୍କ ପାସ୍ ହାର ରହିଛି ୯୨.୨୭% । ୯୯.୯୧% ପାସ୍ ହାର ସହ ତ୍ରିବେନ୍ଦ୍ରମ୍ ରିଜିଅନ୍ ଶୀର୍ଷରେ ରହିଛି ।
ଭୁବନେଶ୍ୱର ରିଜିଅନ ପାସ୍ ହାର ୯୩.୬୪ ପ୍ରତିଶତ ରହିଛି । cbseresults.nic.inରେ ରେଜଲ୍ଟ ଉପଲବ୍ଧ । cbse.nic.in ରେ ମଧ୍ୟ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ ।

