ଅଦା ଶର୍ମାଙ୍କୁ ମିଳିଲା ବଡ଼ ପ୍ରୋଜେକ୍ଟର ଅଫର୍

`ଦ କେରଳ ଷ୍ଟୋରୀ’ ପରେ ଅଦା ଶର୍ମାଙ୍କୁ ମିଳିଲା ବଡ଼ ପ୍ରେଜେକ୍ଟର ଅଫର୍ ।କେରଳ ଷ୍ଟୋରୀରେ ଶାଲିନୀ ଭୁମିକାରେ ଅଭିନୟ କରିଥିବା ଅଦା ଶର୍ମାଙ୍କୁ ମିଳୁଛି ପ୍ରସଂଶା । ଅଦାଙ୍କୁ ଏକ ବଡ଼ ପ୍ରୋଜେକ୍ଟର ଅଫର୍ ଆସିଛି । ପିଲ୍ମ ଦ ଗେମ୍ ଅଫ୍ ଗିରିଗିଟ୍ରେ ସେ ନଜର ଆସିବାକୁ ଯାଉଛନ୍ତି । ଏଥିରେ ଅଦାଙ୍କ ଅପୋଜିଟ୍ରେ ଶ୍ରେୟସ ତଲପଡେଙ୍କୁ ଦର୍ଶକ ଦେଖିବାକୁ ପାଇବେ । ଅଦା ଏହି ଫିଲ୍ମରେ ପୋଲିସ ଅଫିସର ଭୁମିକାରେ ନଜର ଆସିବେ । ତେବେ ଫିଲ୍ମଟି ଅନଲାଇନ ଗେନ୍ ବ୍ଲୁ ହ୍ବେଲ ଉପରେ ଆଧାରିତ ।

Post Views108 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!