ସେଞ୍ଚୁରୀ ପାର୍ କଲାଣି `ଦ କେରଳ ଷ୍ଟୋରୀ’

ବକ୍ସ ଅଫିସରେ ହିଟ୍ କରୁଛି ଦ କେରଳ ଷ୍ଟୋରୀ । ବିବାଦ ଭିତରେ ୧୦୦ କୋଟିରୁ ଅଧିକ ଇନକମ୍ କଲାଣି ଏହି ଫିଲ୍ମ । ଫିଲ୍ମ ତିଆରିରେ ଖର୍ଚ୍ଚ ହୋଇଥିଲା ୩୦ ରୁ ୩୫ କୋଟି ହେଲେ ବର୍ତ୍ତମାନ ସୁଦ୍ଧା ୧୦୦ କୋଟିରୁ ଅଧିକ ଇନକମ୍ କଲାଣି । ଏମିତିକି ସଲମାନଙ୍କ ଫ୍ଲିମ କିସି କି ଭାଇ କିସି କିବଜାନ୍ ଟକ୍କର ଦେଇଛି । ଆସନ୍ତା ସପ୍ତାହରେ ମଧ୍ୟ ଫିଲ୍ମଟି ଜବରଦସ୍ତ ଆୟ କରିବ ବୋଲି ଆଶା କରାଯାଉଛି ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!