ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ୧୮ ତାରିଖ ସକାଳ ୧୦ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ ।

ଏନେଇ ଆଜି ପ୍ରେସମିଟ୍ କରିବ ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୁପକ୍ଷ । ଷ୍ଟେଟ୍‌ ଓପନ୍ ସ୍କୁଲ ଓ ମଧ୍ୟମା ପରୀକ୍ଷାଫଳ ମଧ୍ୟ ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ । ଚଳିତ ବର୍ଷ ୫ ଲକ୍ଷ ୩୨ ହଜାର ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ

ସକାଳ ୧୦ଟାରେ ରେଜଲ୍ଟ ବାହାରିବା ପରେ ଦିନ ୧୨ଟାରେ ଓ୍ୱେବସାଇଟ ମାଧ୍ୟମରେ ନିଜ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । bseodisha.ac.in ରେ ଉପଲବ୍ଧ ହେବ ରେଜଲ୍ଟ ।

SMS ମାଧ୍ୟମରେ ମଧ୍ୟ ନିଜ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ । OR ସ୍ପେସ୍ ରୋଲ ନଂ ଲେଖି ୫୬୭୬୭୫୦କୁ SMS କରି ରେଜଲ୍ଟ ଜାଣିପାରିବେ । ରେଜଲ୍ଟ ଜନିତ କୌଣସି ଅସୁବିଧା ଥିଲେ କଣ୍ଟ୍ରୋଲ ରୁମକୁ କଲ୍ କରି ଅଭିଯୋଗ କରିପାରିବେ ।

Post Views37 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!