ପୁରୀ ଓ କଟକ ରେଳଷ୍ଟେସନ ହେବ ବିଶ୍ୱସ୍ତରୀୟ

ପୁରୀ ଓ କଟକ ରେଳଷ୍ଟେସନ ହେବ ବିଶ୍ୱସ୍ତରୀୟ । ତୀର୍ଥଯାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ରେଳ ଷ୍ଟେସନରେ ମନ୍ଦିରର କାରୁକାର୍ଯ୍ୟ ମଧ୍ୟ ଦେଖିବାକୁ ମିଳିବ । ଆଧୁନୀକରଣ ପରେ କେମିତି ଦେଖାଯିବ ପୁରୀ ଓ କଟକ ରେଳଷ୍ଟେସନ, ତା’ର ଚିତ୍ର ପ୍ରକାଶ ପାଇଛି ।

ଏହି ଦୁଇ ଷ୍ଟେସନର ଆଧୁନିକୀକରଣ ପରେ ରେଳଯାତ୍ରୀଙ୍କୁ ମିଳିବ ବିଶ୍ୱସ୍ତରୀୟ ଅନୁଭୂତି । ରେଳଯାତ୍ରୀଙ୍କ ପାଇଁ ସବୁପ୍ରକାର ସୁବିଧା ରହିବ ଏହି ଦୁଇ ରେଳ ଷ୍ଟେସନରେ ସୂଚନା ଅନୁସାରେ, ଏଥିପାଇଁ ୩୦୩ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ଏହି ନବୀକରଣ କାର୍ଯ୍ୟ ୩ ବର୍ଷ ମଧ୍ୟରେ ଶେଷ ହେବ ବୋଲି ସମୟ ସୀମା ଧାର୍ଯ୍ୟ କରାଯାଇଛି ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!