ଏକାଠି କାମ କରିବେ ଏନଟିଆର୍‌- ହ୍ରିତିକ୍‌

ଏଥର ପରଦାରେ ନଜର ଆସିବାକୁ ଯାଉଛନ୍ତି ମୋଷ୍ଟ ପପୁଲାର ଆକ୍ଟର । ହ୍ରିତିକ୍ ରୋଶନ ଓ ସାଉଥ୍ ସୁପରଷ୍ଟାର୍ ଜୁନିୟର ଏନ୍‌ଟିଆର୍‌ ଅପକମିଂ ଫିଲ୍ମ ୱାର୍-୨ରେ ଏକାଠି ନଜର ଆସିବେ । କିଛି ଦିନ ଉଭୟଙ୍କ ଫିଲ୍ମକୁ ନେଇ ଚର୍ଚ୍ଚା ଚାଲିଛି । କିନ୍ତୁ ଏନେଇ ବିଧିବଦ୍ଧ ଭାବେ କିଛି ଫିଲ୍ମ ନିର୍ମାତାଙ୍କ ପକ୍ଷରୁ କିଛି ସୂଚନା ଦିଆଯାଇନାହିଁ । ଏହସହ ଫିଲ୍ମର ହିରୋଇନ କିଏ ତାକୁ ନେଇ ମଧ୍ୟ ସୂଚନା ମିଳିନି । ଏବେ ଫାଇଟର ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି ହ୍ରିତିକ ।

Post Views99 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!