ଲାଇନଚ୍ୟୁତ ହେଲା ଆଉ ଏକ ମାଲବାହୀ ଟ୍ରେନ

ଓଡ଼ିଶାରେ ଆଉ ଏକ ରେଳ ଦୁର୍ଘଟଣା ଘଟିଛି। ବରଗଡ଼ରେ ଏକ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି। ଡୁଙ୍ଗୁରୀମାଇନସରୁ ବରଗଡ଼ ଆସୁଥିଲା ଟ୍ରେନ୍ ।

ଭଟଲୀ ସମ୍ବରଧରା ପାଖରେ ଟ୍ରେନ୍ରଏକାଧିକ ବଗି ଲାଇନଚ୍ୟୁତ ହୋଇଛି। ଟ୍ରେନ୍ରେ ଚୂନପଥର ବୋଝେଇ ହୋଇଥିଲା ।

ଚୂନପଥର ଖଣିରୁ ସିମେଣ୍ଟ କାରଖାନା ଯାଉଥିବା ବେଳେ ଏହି ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇଛି। ଦୁର୍ଘଟଣାରେ କେହି ଆହତ ହୋଇ ନଥିବା ସୂଚନା ।

Post Views90 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!