ବାଲେଶ୍ବରରେ ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କରିବେ ଫାଇଭ-ଟି ସଚିବ

ବାଲେଶ୍ବରର ହେବ ବିକାଶ । ଆଜି ଫାଇଭ ଟି ସଚିବ ଭିକେ ପାଣ୍ଡିଆନ।ବିକାଶର ସମୀକ୍ଷା କରିବେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ । ଉନ୍ନୟନ ପ୍ରକଳ୍ପର ସମୀକ୍ଷା ପାଇଁ ଆଜିଠୁ ଦୁଇଦିନିଆ ବାଲେଶ୍ବର ଗସ୍ତରେ ଯାଇଛନ୍ତି ଫାଇଭ-ଟି ସଚିବ । ଖଇରା ଗୋଷ୍ଠୀ ଉନ୍ନୟନ କେନ୍ଦ୍ର ପରିଦର୍ଶନ କରିବା ସହ ଆମ ହସପିଟାଲରେ ଚାଲିଥିବା ବିକାଶ କାମର ଅନୁଧ୍ୟାନ କରିବେ।ସେଠାରୁ କୁପାରୀ ପଞ୍ଚାୟତ ଗ୍ରାଉଣ୍ଡକୁ ଯାଇ ଜନସାଧାରଣ ଓ ମିଶନ ଶକ୍ତି ସଦସ୍ୟାଙ୍କ ସହ ଆଲୋଚନା କରିବେ । ପରେ ଜାମୁଝାଡ଼ି ନିକଟରେ ବାମ୍ବୋ ପ୍ରୋସେସିଂ ୟୁନିଟ ପରିଦର୍ଶନ ସହ ମିଶନ ଶକ୍ତି ମାଆଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

Post Views57 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!