ଡିଟେକ୍ଟିଭ୍‌ ଭୂମିକାରେ ବିଦ୍ୟା

ବିଦ୍ୟା ବାଲାନଙ୍କ ନୂଆ ଫିଲ୍ମ ଜୁଲାଇ ୭ରେ ହଲ୍‌ରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମ ‘ନିୟତ’ର ପୋଷ୍ଟର୍‌ ଏବଂ ଟିଜର୍‌ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଯାହାର ଫାଷ୍ଟ ଲୁକ୍‌କୁ ପ୍ରଶଂସକ ମାନେ ପସନ୍ଦ କରିଛନ୍ତି। ବିଦ୍ୟା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୋଷ୍ଟର ଏବଂ ଟିଜର ଶେୟାର କରିଛନ୍ତି। ଏହି ଫିଲ୍ମରେ ବିଦ୍ୟାଙ୍କୁ ଜଣେ ଗୁପ୍ତଚର ଭୂମିକାରେ ଦେଖିବାକୁ ମିଳିବ। ବିଦ୍ୟା ପୋଷ୍ଟରରେ ସବୁଜ ସାର୍ଟ, ବାଦାମୀ ରଙ୍ଗର ସ୍ବେଟେର୍‌ ଏବଂ ମାଟିଆ ରଙ୍ଗର ଓଭରକୋଟ ପିନ୍ଧିଥିବାର ନଜର ଆସିଛନ୍ତି।ବିଦ୍ୟା ପୋଷ୍ଟର ଶେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି, ‘ମିରା ରାଓଙ୍କୁ ଭେଟନ୍ତୁ। ଏକ କ୍ଲାସିକ ହତ୍ୟାକାଣ୍ଡରର କ୍ଲାସିକ ଡିଟେକ୍ଟିଭ। ତେବେ ପିଲ୍ମର ଟ୍ରେଲର ରିଲିଜ ହୋଇସାରିଛି ।

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!