ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା

 

ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା , ଭୂସ୍ଖଳନ ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲ୍ୟାଣ୍ଡସ୍ଲାଇଡ ଯୋଗୁ ଅଧିକାଂଶ ହାଇଓ୍ବେ ବନ୍ଦ ହୋଇଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଫ୍ଲାସଫ୍ଲଡ ଯୋଗୁ ଅନେକ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ସେପଟେ ଉତ୍ତରାଖଣ୍ଡ ନୈନିତାଲରେ ଅତି ପ୍ରବଳ ବର୍ଷା ପରେ ଉତ୍ତରାଖଣ୍ଡ ନୈନିତାଲରେ ଲ୍ୟାଣ୍ଡସ୍ଲାଇଡ ଯୋଗୁ ରାସ୍ତା ଧସିବା ସହ ପାଇପ ଲାଇନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଗତ କିଛି ଦିନ ଧରି ରାସ୍ତା ଧସୁଥିବା ନେଇ ଅଭିଯୋଗ ପରେ ପ୍ରଶାସନ ପଦକ୍ଷେପ ନନେବା ଯୋଗୁ ଗ୍ରାମୀଣ ଅଞ୍ଚଳରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି

Post Views40 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!