ମହାରାଷ୍ଟ୍ର ବୁଲଧାନାରେ ଅଘଟଣ ।ବସ୍ରେ ନିଆଁ ଲାଗି ୨୫ ମୃତ । ମସୃଦ୍ଧି ମହାମାର୍ଗ ଏକ୍ସପ୍ରେସଓ୍ବେରେ ବସରେ ହଠାତ ଲାଗିଥିଲା ନିଆଁ । ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ବସଟି 33 ଜଣ ଯାତ୍ରୀଙ୍କୁ ନେଇ ନାଗପୁରରୁ ମୁମ୍ବାଇ ଅଭିମୁଖେ ଯାଉଥିଲା ବେଳେ ଘଟିଥିଲା ଦୁର୍ଘଟଣା ।ବସର ଡ୍ରାଇଭର ସୁରକ୍ଷିତ ଥିବାବେଳେ ,ହଠାତ୍ ବସର୍ ଟାୟାର ଫାଟିଯିବାରୁ ବସଟି ଓଲଟିଯାଇଥିବା ସେ କହିଛନ୍ତି ଦୁର୍ଘଟଣାରେ ୮ ଯାତ୍ରୀ ଗରୁତର ଆହତ ହୋଇଛନ୍ତିଷ ସମସ୍ତ ଗୁରୁତରଙ୍କୁ ହସ୍ପିଚାଲରେ ଭର୍ତ୍ତି କରାଯାଇଛି।

