ଧନୁଷଙ୍କ `କ୍ୟାପେଟ ମିଲର’ର ଟିଜର୍‌ ରିଲିଜ୍‌

ସାଉଥଷ୍ଟାର ଧନୁଷଙ୍କ ଅପକମିଂ ଫିଲ୍ମ କ୍ୟାପେଟ ମିଲରର ରିଲିଜ ହେଲା ଟିଜର । ୧ ମିନିଟି ୩୩ ସେକେଣ୍ଡର ଭିଡିଓ ଦେଖିବା ପରେ ଫ୍ୟାନ୍ସଙ୍କ କ୍ରେଜ ବଢିଯାଇଛି ।ଫିଲ୍ମରେ ଧନୁଷଙ୍କ ଆକ୍ସନ ଅବତାର ଦେଖିବାକୁ ପାଇବେ ଦର୍ଶକ । ‘କ୍ୟାପଟେନ ମିଲର’ ତାମିଲ, ତେଲୁଗୁ,ଓ ହିନ୍ଦୀରେ ଭାଷାରେ ରିଲିଜ ହେବ । ଏହି ଫିଲ୍ମଟି ୧୫ ଡିସେମ୍ବରରେ ସିନେମା ହଲ୍ ରେ ରିଲିଜ ହେବ । ଅରୁନ ମାଥେଶ୍ୱରନଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମଟି ହୋଇଛି । ସେଣ୍ଟିଲ ଥିଆରାଜନ ଓ ଅର୍ଜୁନ ଥିଆରାଜନ ଫିଲ୍ମଟିର ପ୍ରଯୋଜକ । ଫିଲ୍ମରେ ସନ୍ଦୀପ କିଶନ ଓ ପ୍ରିୟଙ୍କା ମୋହନ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

 

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!