ୟୁବିଆଇ ସହ ଆଇବିଏମ୍ର ସହଭାଗିତା

ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ (ୟୁବିଆଇ) ଏବଂ ଆଇବିଏମ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷ କରି ଡିଜିଟାଲ ବ୍ୟାଙ୍କିଙ୍ଗ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଜରିଆରେ କାରବାର ବୃଦ୍ଧି ଓ ଗ୍ରାହକଙ୍କ ନିକଟତର ହେବା ପାଇଁ ଏହି ବୁଝାମଣା ହୋଇଥିବା ଜଣାପଡ଼ିଛି।

ଏହି ପରିପ୍ରେକ୍ଷୀରେ ୟୁବିଆଇର ସିଇଓ ଏବଂ ଏମ୍ଡି ମଣିମେଖାଲାଇ, ଇଡି ନିଧୁ ସାକ୍ସେନା, ଇଡି ରାମସୁବ୍ରମଣ୍ୟମ୍ ଏସ୍ ଏବଂ ଆଇବିଏମ୍ ଇଣ୍ଡିଆର ମ୍ୟାନେଜିଙ୍ଗ ପାର୍ଟନର ଲୁଲା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Post Views68 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!