ଆସୁଛି ବଡ଼ ସୌରଝଡ଼, ଜାଣନ୍ତୁ କଣ ଏହି ସୌରଝଡ଼…

ଆସୁଛି ସୌରଝଡ଼ । ପୃଥବୀରେ ସୃଷ୍ଟି ହେବାକୁ ଯାଉଛି ବଡ଼ ଧରଣର ସୌରଝଡ଼ ।ପ୍ରଥମ ଥର ପାଇଁ ପୃଥିବୀ, ଚନ୍ଦ୍ର ଓ ମଙ୍ଗଳ ଗ୍ରହରେ ପ୍ରଭାବ ପଡ଼ିବ ଏହି ଝଡର । ଏହି ସପ୍ତାହର ପ୍ରଥମ ଭାଗରେ ସିଏମଇ ସୃଷ୍ଟି ହୋଇଥିବାବେଳେ ଆଜି ଓ ଆସନ୍ତାକାଲି ସୌରଝଡ୍ ନେଇ ସତର୍କ କରାଇଛି ଆମେରିକାର ମହାକାଶ ଜଳବାୟୁ ସଂସ୍ଥା ।ବର୍ତ୍ତମାନ ପୃଥିବୀରେ ୯ଟି ଆକ୍ଟିଭ ସନସ୍ପଟ ରହିଛି । ସନସ୍ପଟର ଅର୍ଥ ହେଉଛି ସେହି ସ୍ଥାନ ଯେଉଁଠି ପୃଥିବୀର ଚୁମ୍ବକୀୟ କ୍ଷେତ୍ର ୨୫ଶହ ଗୁଣ ଅଧିକ । ଏହି ସୌରଝଡ଼ ଯୋଗୁ ଓ୍ବାଇରଲେସ କମ୍ୟୁନିକେସନ ଓ ଜିପିଏସ ସର୍ଭିସ ବାଧାପ୍ରାପ୍ତ ହେବା ଆଶଙ୍କା କରାଯାଉଛି । ଗତ ୨୦୨୧ ଅକ୍ଟୋବର ୨୮ରେ ଏହି ସୌରଝଡ଼ ସୃଷ୍ଟି ହୋଇଥିଲା ।

Post Views86 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!