ମହିଳାଙ୍କୁ ଟାଣିନେଲା କୁମ୍ଭୀର LIVE

ଯାଜପୁର ଜିଲ୍ଲା ବରୀ ବ୍ଲକ ପାଲଟପୁର ଗାଁର ବିରୂପା ନଦୀରେ କୁମ୍ଭାୀର ଆତଙ୍କ ।ଉଛୁଳା ନଦୀରେ ମହିଳାଙ୍କୁ ଟାଣିନେଲା କୁମ୍ଭୀର ।କୁମ୍ଭୀରଟି ମହିଳାଙ୍କୁ ଟାଣିନେବାର ଭିଜୁଆଲ କ୍ୟାମେରାରେ କଏଦ ହୋଇଛି । ମହିଳା ଜଣଙ୍କ ଗାଧୋଇବାକୁ ଯାଇଥିଲା ବେଳେ କୁମ୍ଭୀରଟି ତାଙ୍କୁ ଟାଣି ନେଇ ଆକ୍ରମଣ କରିଥିଲା । ମୃତ ମହିଳା ହେଲେ ପାଲଟପୁର ଗାଁର ୩୫ ବର୍ଷୀୟ ଜ୍ୟୋସ୍ନାରାଣୀ ଜେନା । ଘଟଣାସ୍ଥରୁ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।

Post Views14 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!