କେମିତି ଲ୍ୟାଣ୍ଡ କଲା ଚନ୍ଦ୍ରଯାନ-୩ ?

ସମସ୍ତ କଳ୍ପନାଜଳ୍ନନା, ସଂଶୟ, ଆଶା ନିରାଶାକୁ ଦୂର କରି ସଫ୍ଟଲ୍ୟାଣ୍ଡିଂ କରିଛି ଚନ୍ଦ୍ରଯାନ-୩ । ବର୍ତ୍ତମାନ ଲ୍ୟାଣ୍ଡର ବିକ୍ରମରୁ ପଦାକୁ ଆସିବ ରୋଭର ପ୍ରଜ୍ଞାନ । ବିକ୍ରମର ଲ୍ୟାଣ୍ଡିଂ ବେଳେ ତାହା ସେଫ୍ ଲିମିଟରେ ଥିଲା । ଗତି ବି କମାଣ୍ଡ ଅନୁସାରେ ଥିଲା । ପ୍ରଥମେ ଚାରିଟି ଇଞ୍ଜିନ ଚାଲିଥିଲା । ପରେ ସେଥିରୁ ୨ଟିକୁ ବନ୍ଦ ହୋଇଯାଇଥିଲା । ତେଣୁ ସଫ୍ଟ ଲ୍ୟାଣ୍ଡିଂ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା । ଲ୍ୟାଣ୍ଡ ପରେ ବିକ୍ରମ ସମ୍ମୁଖରେ ପ୍ରବଳ ଧୂଳି ସୃଷ୍ଟି ହୋଇଥିଲା । ମାତ୍ର ବିକ୍ରମ ସେସବକୁ ଦୂରେଇଥିଲା । ଅତ୍ଯଧିକ ଦୁର୍ବଳ ମାଧ୍ୟାକର୍ଷଣ ଶକ୍ତି ଯୋଗୁ ଧୂଳି ଥମିବାରେ ବିଳମ୍ବ ହୋଇଥିଲା । ବିକ୍ରମ ଲ୍ୟାଣ୍ଡିଂ କରିବା ପରେ ପ୍ରାୟ ସାଢେ ୩ ଘଣ୍ଟା ପରେ ସେଥିରୁ ପ୍ରଜ୍ଞାନ ପଦାକୁ ଆସିବ ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!