ରେଳ ଷ୍ଟେସନରେ ଅଗ୍ନିକାଣ୍ଡ , ୯ ମୃତ

ମଦୁରାଇ ରେଳ ଷ୍ଟେସନ ନିକଟରେ  ଅଗ୍ନିକାଣ୍ଡ। ଲକ୍ଷ୍ନୌରୁ ରାମେଶ୍ବରମ ଯାଉଥିବା ଟ୍ରେନର ଟୁରିଷ୍ଟ କୋଚରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୯ ଜଣଙ୍କ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ସହ କୋଚରେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ରେଳ ଯାତ୍ରା ସମୟରେ କିଛି ଯାତ୍ରୀ ବେଆଇନ ଭାବେ ଗ୍ୟାସ ସିଲିଣ୍ଡର ନେଇ ପ୍ରବେଶ କରିଥିଲେ । ସୂଚନା ଅନୁସାରେ, ଆଜି ଭୋର ୫ଟା ୧୫ରେ ମଦୁରାଇ ରେଳ ଷ୍ଟେସନ ନିକଟରେ ଟୁରିଷ୍ଟ କୋଚରେ ନିଆଁ ଲାଗିଥିଲା । ଘଟଣାର ତଦନ୍ତ କରୁଛନ୍ତି ରେଳ ବିଭାଗର ବରିଷ୍ଠ ଅଧିକାରୀ ।..

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!