ଦେଶରେ ଆରମ୍ଭ ହେବାକୁ ଯାଉଛି ‘ଆୟୁଷମାନ ଭବଃ’ ଯୋଜନା

ଦେଶରେ ଆରମ୍ଭ ହେବାକୁ ଯାଉଛି ‘ଆୟୁଷମାନ ଭବଃ’ ଯୋଜନା । ପ୍ରତ୍ୟେକ ରାଜ୍ୟରେ ଲାଗୁ ହୋଇଥିବା ସ୍ୱାସ୍ଥ୍ୟ ସ୍କିମ୍ ଜରିଆରେ ଏହି ଯୋଜନାରୁ ହିତାଧିକାରୀଙ୍କୁ ଲାଭ ମିଳିପାରିବ ।

ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରତ୍ୟେକ ରାଜ୍ୟରେ ଆୟୁଷମାନ ଭବଃ ଶିବିର ଅନୁଷ୍ଠିତ ହେବ । ଏବଂ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୦ହଜାର ଲୋକଙ୍କୁ ଆୟୁଷମାନ ଭବଃ କାର୍ଡ ପ୍ରଦାନ କରାଯିବ ।

ଆଗାମୀ ଦିନରେ ଏହି ସେବା ଅଧିକରୁ ଅଧିକ ଲୋକଙ୍କ ନିକଟରେ କିପରି ପହଞ୍ଚିପାରିବ ସେନେଇ ପ୍ରୟାସ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ।

ଏହା ଦ୍ୱାରା ଅନେକ ଲୋକ ଉପକୃତ ହେବେ ।କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି, ଚଳିତବର୍ଷ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଆୟୁଷମାନ ଭବଃ କାର୍ଯ୍ୟକ୍ରମ ଶୁଭାରମ୍ଭ ହେବ ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!