ଆପଣ ଅନଲାଇନ ଠକେଇର ଶିକାର ହେଉଛନ୍ତି କି?

ଆପଣ ଅନଲାଇନରେ ଠକେଇର ଶିକାର ହେଉଛନ୍ତି କି? ଆପଣଙ୍କର ଲକ୍ଷ ଲକ୍ଷ ଟଙ୍କା ଆକାଉଣ୍ଟରୁ ଗାଏବ ହୋଇଯାଉଛି କି ? ଆସନ୍ତୁ ଜାଣିବା ଅନଲାଇନ ଠକେଇରୁ କେମିତି ବଞ୍ଚିବା ।ଏମିତି କରନ୍ତୁ ଠକ କରିପାରିବନି ଠକେଇ ।  ବଢୁଛି ଅନଲାଇନ ଠକେଇ । ଦିନକୁ ଦିନ ନୂଆ ନୂଆ ମାମଲା ସାମନାକୁ ଆସୁଛି । ଅଲଗା ଅଲଗା ତରିକା ଆପଣାଉଛନ୍ତି ଠକ । ଓ୍ବାଟସ୍‌ଅପ୍‌ ଚାଟ୍‌ରୁ ଭିଡିଓ କଲ୍‌ ପର୍ଯ୍ୟନ୍ତ ସବୁଥିରେ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା ।

ଆଜିକାଲି ପ୍ରତି ବ୍ୟାଙ୍କ ଅନଲାଇନ ବ୍ୟାଙ୍କିଙ୍ଗ କିମ୍ବା ଡେବିଟ୍‌ କାର୍ଡର ସୁବିଧା ଦେଉଛି  । ତେଣୁ ଏହି ଅ- ବ୍ୟାଙ୍କଙ୍ଗି୍‌ର ଫାଇଦା ଉଠାଇ ସାଇବର ସ୍କାମର୍ସର ଶିକାର ହେଉଛନ୍ତି ସାଧାରଣ ଲୋକ । ତେବେ ବର୍ତ୍ତମାନ ୟୁଜର୍ସ ବ୍ୟାଙ୍କ ଦ୍ବାରା ଦିଆଯାଇଥିବା ଫିଚର୍ସକୁ ଆପଣାଇ ପାରିବେ ।ବ୍ୟାଙ୍କିଙ୍ଗ ସର୍ଭିସକୁ ମୋଡିଫାଏ କରିବା ଆବଶ୍ଯକ । ଅନଲାଇନ ଠକେଇରୁ ବଞ୍ଚିବାକୁ ହେଲେ ବ୍ୟାଙ୍କିଙ୍ଗ ସର୍ଭିସକୁ ମୋଡିଫାଏ କରନ୍ତୁ  । ଆପଣ ଟ୍ରାଞ୍ଜାକ୍ସନ  ଲିମିଟ୍‌କୁ ମୋଡିଫାଏ କରେଇନିଅନ୍ତୁ ।

ବ୍ୟାଙ୍କିଙ୍ଗ ଆପ୍‌ ସାହାଯ୍ୟରେ ୟୁଜର୍ସ ବ୍ୟାଙ୍କ ଆକାଉଣ୍ଟର ଦୈନିକ ଟ୍ରାଞ୍ଜାକ୍ସନ ଲିମିଟ ପରିବର୍ତ୍ତନ କରିପାରିବେ । ଅତି ସହଜରେ ଆପଣ ଲିମିଟ ସେଟ୍‌ କରନ୍ତୁ । ଏହାସହ ଅଜଣା ନମ୍ବରରୁ ଆସୁଥିବା କଲ୍‌ କିମ୍ବା ମେସେଜ ରିସିଭ୍‌ କରନ୍ତୁ ନାହିଁ । ନିଜର ବ୍ୟକ୍ତିଗତ ତଥ୍ୟ ସେୟାର କରନ୍ତୁ ନାହିଁ । ପାର୍ଟ ଟାଇମ ଚାକିରି ଆଳରେ ମଧ୍ୟ ଠକେଇ ହେଉଥିବା ଦେଖିବାକୁ ମିଳୁଛି

 

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!