ବୁଡ଼ିଗଲା ଡଙ୍ଗା

ବିହାର ମୁଜାଫରପୁରରେ ଅଘଟଣ । ବାଗମାତି ନଦୀରେ ବୁଡିଗଲା ଡଙ୍ଗା । ଡଙ୍ଗା ବୁଡିରେ ୩୦ ଜଣ ପିଲାଙ୍କ ମଧ୍ୟରୁ ୨୦ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ୧୦ ଜଣଙ୍କ ପତ୍ତା ମିଳି ନଥିବା ସୂଚନା ମିଳିଛି । ବିହାରର ମୁଜାଫର ନଗର ଜିଲ୍ଲା ଅନ୍ତର୍ଗତ ବାଗମାତି ନଦୀରେ ଘଟିଛି ଦୁର୍ଘଟଣା । ପିଲାଙ୍କୁ ଉଦ୍ଧାର କରିବା ଲାଗି ସର୍ଚ୍ଚ ଅପରେସନ ଜାରି ରହିଛି । ଘଟଣାସ୍ଥଳରେ ପୋଲିସ ଓ ଏସଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

 

 

Post Views65 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!