କାହିଁକି କଲା ଜରୁରୀ ଅବତରଣ ?

ଜରୁରୀ ଅବତରଣ କଲା ଭାରତୀୟ ବାୟୁସେନାର ହେଲିକପ୍ଟର ALH ଧ୍ରୁବ । ମଧ୍ୟପ୍ରଦେଶ ଭୋପାଳରେ ଜରୁରୀ ଅବତରଣ କଲା ହେଲିକପ୍ଟର । ଘଟଣାସ୍ଥଳକୁ ଉଦ୍ଧାରକାରୀ ଟିମ୍ ଯାଇ ଘଟଣାର ତଦନ୍ତ କରୁଛନ୍ତି । ତେବେ ବୈଷୟିକ ତ୍ରୁଟି କାରଣରୁ ଏହି ହେଲିକପ୍ଟର ଜରୁରୀ ଅବତରଣ କରିଛି ବୋଲି ସୂଚନା ମିଳିଛି । ହେଲିକପ୍ଟରରେ ତ୍ରୁଟି ଦେଖାଦେବା ପରେ ଏହା ଅବତରଣ କରିବା ଲାଗି ନିକଟସ୍ଥ ଏକ ଡ୍ୟାମ ଚାରିପଟେ ଘୂରିଥିଲା । ପରେ ଏକ ବିଲରେ ଏହା ଅବତରଣ କରିଥିଲା ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!