ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ନର ଅଫ୍ ଦ ଇୟର୍’ ପୁରସ୍କାର

ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ନର ଅଫ୍ ଦ ଇୟର୍’ ପୁରସ୍କାର । ରିଜର୍ଭ ବ୍ୟାଙ୍କ ଅପ୍ ଇଣ୍ଡିଆ(ଆରବିଆଇ) ଗଭର୍ନର ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ନର ଅଫ୍ ଦ ଇୟର୍’ ପୁରସ୍କାର ପ୍ରଦାନ କରାଯାଇଛି।

ଇଣ୍ଟରନ୍ୟାଶ୍ନାଲ୍ ପବ୍ଲିକେଶନ ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି। କରୋନା ମହାମାରୀ ଏବଂ ୟୁକ୍ରେନ ଯୁଦ୍ଧର ଭୟଙ୍କର ପ୍ରଭାବ ସମୟରେ ଆର୍ଥିକ ବଜାରରେ ତାଙ୍କର ନେତୃତ୍ୱ ପାଇଁ ଦାସଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଇଣ୍ଟରନ୍ୟାଶ୍ନାଲ୍ ପବ୍ଲିକେଶନ ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ଦ୍ୱାରା ୨୦୨୩ରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ନର ଅଫ୍ ଦ ଇୟର୍’ ପୁରସ୍କାର ପ୍ରଦାନ କରିବା ଦେଶ ପାଇଁ ଅତ୍ୟନ୍ତ ଗର୍ବର ବିଷୟ।

Post Views39 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!