ବଢୁଛି ରତନ ଟାଟାଙ୍କ ଲୋକପ୍ରିୟତା

ବଢୁଛି ରତନ ଟାଟାଙ୍କ ଲୋକପ୍ରିୟତା । ଏବେ ସୋସିଆଲ ମିଡିଆରେ ଆନନ୍ଦ ମହିନ୍ଦ୍ରାଙ୍କୁ ପଛରେ ପକାଇଛନ୍ତି ନାମୀଦାମୀ ଶିଳ୍ପରତି ରତନ ଟାଟା । ଟାଟାଙ୍କର ସୋସିଆଲ ମିଡିଆରେ ଫଲୋଅର୍ସଙ୍କ ସଂଖ୍ୟା ୧୨.୬ ମିଲିୟନରେ ପହଞ୍ଚିଛି । ହୁରୁନ ଇଣ୍ଡିଆ ୨୦୨୩ ରିଚ୍ ଲିଷ୍ଟ ଅନୁସାରେ ଭାରତର ବ୍ୟବସାୟ ଜଗତରେ ରତନ ଟାଟାଙ୍କର ସବୁଠୁ ଅଧିକ ଫଲୋଅର୍ସ ଅଛନ୍ତି। ଭାରତୀୟ ସୋସିଆଲ ମିଡିଆରେ ସବୁଠୁ ଅଧିକ ଫଲୋ ହେଉଥିବା ଉଦ୍ୟୋଗୀଙ୍କ ମଧ୍ୟରେ ୮୪ ବର୍ଷ ବୟସ୍କ ରତନ ଟାଟା ଅଛନ୍ତି। ତାଙ୍କ ପଛକୁ ୧୦.୮ ମିଲିୟନ ଫଲୋଅର୍ସ ଆନନ୍ଦ ମହିନ୍ଦ୍ରାଙ୍କର ରହିଛି।  ମାତ୍ର ୧ ବର୍ଷ ମଧ୍ୟରେ ରତନ ଟାଟାଙ୍କ ଫଲୋଅର୍ସଙ୍କ ସଂଖ୍ୟାରେ ୮ ଲକ୍ଷ ନେଟିଜେନ୍ ବୃଦ୍ଧି ହୋଇଛି।

 

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!