କ୍ରିସ୍-୪’ରେ ହ୍ରିତିକ୍-ପ୍ରିୟଙ୍କା !

ପୁଣି ଏକାଠି ନଜର ଆସିବେ ପପୁଲାର୍ ଯୋଡି । ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଓ ହ୍ୟାଣ୍ଡସମ୍ ହଙ୍କ୍ ହ୍ରିତିକ୍ ରୋଶନ ପୁଣି ଏକାଠି କାମ କରିବେ । ଶୁଣିବାକୁ ମିଳୁଛି କ୍ରିସ ୪ ରେ ଉଭୟ କାମ କରିବେ । ହଲିଉଡ୍ରେ ବେଶ୍ ବଡ଼ ବଡ଼ ପ୍ରୋଜେକ୍ଟରେ ପ୍ରିୟଙ୍କା ଏବେ କାମ କରୁଛନ୍ତି। ଏବେ ତାଙ୍କର ଫ୍ୟାନମାନେ ପ୍ରିୟଙ୍କାଙ୍କ ବଲିଉଡ୍ ଫିଲ୍ମକୁ ଅପେକ୍ଷା କରିଛନ୍ତି। ତେବେ ସେ ବଲିଉଡ୍ ଅଭିନେତା ହ୍ରିତିକ୍ ରୋଶନଙ୍କ ସହ ପରଦାକୁ ଫେରିବେ ବୋଲି ନିକଟରେ ଶୁଣିବାକୁ ମିଳୁଛି । ପୂର୍ବରୁ କ୍ରିସ୍’ ଓ ‘କ୍ରିସ୍-୩’ରେ ଏକାଠି ନଜର ଆସିଥିଲେ ପ୍ରିୟଙ୍କା ଓ ହ୍ରିତିକ୍ ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!