ସାଲାର୍ VS ଡଙ୍କି

22 ଡିସେମ୍ବରକୁ ସାଲାର ରିଲିଜ ହେବାକୁ ଯାଉଛି । ଖବର ଏ ଭି ଶୁଣିବାକୁ ମିଳିଛି କି ନଭେମ୍ବର ଏଣ୍ଡ ନହେଲେ ଡିସେମ୍ବର ଆରମ୍ଭରେ ମେକର୍ସ ସାଲାରର ଫାଷ୍ଟ ଟ୍ରେଲର ରିଲିଜ କରିବେ । ଶାହରୁଖ ଖାନ୍ ଓ ପ୍ରଭାସଙ୍କ ଫିଲ୍ମ ବକ୍ସ ଅଫିସ କ୍ଲାସକୁ ଏଥିପାଇଁ ଏକ୍ସାଇଟିଂ ମାନୁଛନ୍ତି କାରଣ ଯେଉଁଠି srk ୧୦୦୦ କୋଟି କ୍ଲବରେ ସାମିଲ ହେଇଥିବା ପଠାନ ଓ ଜବାନ ପରି ବ୍ଲକବଷ୍ଟର ଫିଲ୍ମ ଦେଇସାରିଛନ୍ତି, ସେଠି ପ୍ରଭାସ ବ୍ୟାକ ଟୁ ବ୍ୟାକ ଫ୍ଲପର ମାର୍କ ପାଇଚାଲିଛନ୍ତି । ଏକ୍ସପର୍ଟଙ୍କ ଅନୁସାରେ ହିଟ ଟ୍ରାକ ରେକର୍ଡ ପରେ ଶାହରୁଖ ଖାନ ଷ୍ଟାରର ଡଙ୍କିକୁ ମଲ୍ଟିପ୍ଲେକ୍ସରେ ମିଳିବ ଜବରଦସ୍ତ ବୁକିଂ । ମାକ୍ସିମମ ସ୍କ୍ରିନ ଡଙ୍କି ନାଁରେ ରହିପାରେ । ସେଠି ସାଲାରକୁ ହିନ୍ଦି ବେଲ୍ଟରେ ଅଧିକ ସକ୍ରିନ ନ ମିଳିପାରେ । ଦେଖିବାକୁ ଗଲେ srk ତାଙ୍କ ବାର୍ଥ ଡେରେ ଡଙ୍କିର ଫାଷ୍ଟ ଟିଜର ରିଲିଜ କରି ଫ୍ୟାନ୍ସଙ୍କ ମଧ୍ୟରେ ଏକ ଭିନ୍ନ ଏକ୍ସାଇଟିଂ କ୍ରିଏଟ କରିଛନ୍ତି । ଟ୍ରେଡ ରିପୋର୍ଟ ଭି ହିଣ୍ଟସ କରୁଛନ୍ତି srk ଷ୍ଟାରର ଡଙ୍କି ପୁଣିଥରେ ୧୦୦୦ କୋଟି କ୍ଲବ ଆଡକୁ ଯାଇପାରେ । କାରଣ ଏଥର srkଙ୍କ ସହିତ ରାଜ କୁମାର ହିରାନୀଙ୍କ ଯାଦୁ ଭି ଅଛି । ଯାହା 3 ଇଡିଅଟ୍ସଠୁ ନେଇ pk ପର୍ଯ୍ୟନ୍ତ ଖ୍ରିଷ୍ଟମାସ ଓ ନ୍ୟୁ ଇୟର ସେଲିବ୍ରସନକୁ ଖାସ କରି ଆସିଛି । ଫ୍ୟାନ ଭି srk ଷ୍ଟାରର ଡଙ୍କିଠୁ ଅନେକ ଆଶା କରିଛନ୍ତି ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!