ଚେନ୍ନାଇରେ ସବୁଆଡେ ପାଣି

ବାତ୍ୟା ମିଗଜୋମ ପ୍ରଭାବରେ ଚେନ୍ନାଇରେ ସବୁଆଡେ ପାଣି । ଏବେ ଚେନ୍ନାଇରେ କିଛି ଅଞ୍ଚଳ ଜଳବନ୍ଦୀ  । ଆଜି ୫ମ ଦିନ ପାଇଁ ସ୍କୁଲ କଲେଜକୁ ବନ୍ଦ ଘୋଷଣା କରିଛନ୍ତି ତାମିଲନାଡୁ ସରକାର  । ବର୍ଷାଜନିତ ୨୦ଜଣଙ୍କର ସରକାରୀ ଭବେ ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି  । ଆଜି ଥିରୁଭଲୁରେ ସମସ୍ତ ସ୍କୁଲ କଲେଜକୁ ଛୁଟି ଘୋଷଣା କରିଛନ୍ତି ସରକାର  । ତିରୁଭଲ୍ଲୁର, କାଂଚିପୁରମ ଏବଂ ଚେଙ୍ଗଲପଟ୍ଟୁ ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ବର୍ଷା ଯୋଗୁଁ ୭୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି  ।ଉଦ୍ଧାରକାର୍ଯ୍ୟରେ ୩ ସେନା ସହ କୋଷ୍ଟଗାର୍ଡ ମୁତୟନ ହୋଇଛନ୍ତି  ।

 

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!