ଥରିଲା ୪ ରାଜ୍ୟ

ଏକାବେଳେ ୪ରାଜ୍ୟରେ ଭୂମିକମ୍ପ ଝଟକା  । ଆଜି ତାମିଲନାଡୁ,କର୍ଣ୍ଣାଟକ,ଗୁଜୁରାଟ ଏବଂ ମେଘାଳୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି  । ତାମିଲନାଡୁ ଚେଙ୍ଗଲପେଟ ଜିଲ୍ଲାରେ ସକାଳ ୭ଟା ୩୯ ମିନିଟରେ ଭୂକମ୍ପର ଝଟକା ଲାଗିଥିଲା ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୩.୨ ପ୍ରତିଶତ ରହିଛି । ସେହିପରି କର୍ଣ୍ଣାଟକ ବିଜୟପୁରା ଜିଲ୍ଲାରେ ଭୂକମ୍ପର ତୀବ୍ରତା ୩.୧ ପ୍ରତିଶତ ରହିଛି  । ସେପଟେ ଗୁଜୁରାଟ କଚ୍ଛ ଏବଂ ରାଜକୋଟରେ ସକାଳ ୯ଟା ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି ଯାହାର ତୀବ୍ରତା ୩.୦୯ ରହିଛି  । ମେଘାଳୟରେ ସକାଳ ୮ଟା ୪୬ ମିନିଟରେ ୩.୮ପ୍ରତିଶତର ଭୂକମ୍ପ ଝଟକା ଅନୁଭୂତ ହୋଇଛି  ।

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!