ଏମଫିଲ୍ ଡିଗ୍ରୀକୁ ବନ୍ଦ କଲା ୟୁଜିସି

ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସିର ବଡ଼ ନିଷ୍ପତ୍ତି । ବର୍ତ୍ତମାନଠାରୁ କୌଣସି କଲେଜରେ ଏମଫିଲ୍ ନାମଲେଖା ହେବ ନାହିଁ । ଏମଫିଲ୍ ଡିଗ୍ରୀକୁ ବନ୍ଦ କରିଦେଇଛି ୟୁଜିସି । ଏ ନେଇ ୟୁଜିସି କଲେଜଗୁଡ଼ିକୁ ନୋଟିସ ଜାରି କରି ନିର୍ଦ୍ଦେଶ ଦେଇଛି । ୟୁଜିସି ସେକ୍ରେଟାରୀ ମନୀଷ ଯୋଶୀ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଏହି ପାଠ୍ୟକ୍ରମରେ ଆଡମିସନ ନ ନେବାକୁ ଅନୁରୋଧ କରିଛନ୍ତି । ଅର୍ଥାତ ବର୍ତ୍ତମାନଠାରୁ ଏମ୍.ଫିଲ୍ ପାଠ୍ୟକ୍ରମର ମାନ୍ୟତାକୁ ସମାପ୍ତ କରି ଦିଆଯାଇଛି । ମାଷ୍ଟର ଅଫ୍ ଫିଲୋସଫିର ଡିଗ୍ରୀ ବନ୍ଦ କରିବା ନେଇ ୟୁଜିସି ନିର୍ଦ୍ଦେଶ ଜାରି କରିଛି । ଏ ସମ୍ପର୍କରେ ଜାରି ବିଜ୍ଞପ୍ତିରେ ୟୁଜିସି କହିଛି, ଏମ୍.ଫିଲ୍ ଏକ ସ୍ବୀକୃତିପ୍ରାପ୍ତ ଡିଗ୍ରୀ ନୁହେଁ । ଏମ୍.ଫିଲ୍ ଅର୍ଥାତ୍ ମାଷ୍ଟର ଅଫ୍ ଫିଲୋସଫି ଦୁଇ ବର୍ଷର ଏକ ପୋଷ୍ଟଗ୍ରାଜୁଏଟ ଏକାଡେମିକ ରିସର୍ଚ୍ଚ ପ୍ରୋଗ୍ରାମ

 

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!