ଲାକ୍ଷାଦ୍ୱୀପରେ ପ୍ରଧାନମନ୍ତ୍ରୀଙ୍କ ଦୁଃସାହସିକ କାର୍ଯ୍ୟ

ପ୍ରଧାନମନ୍ତ୍ରୀଙ୍କ କଲେ ଜଳ କ୍ରିଡା  । ଲାକ୍ଷାଦ୍ୱୀପରେ ପ୍ରଧାନମନ୍ତ୍ରୀଙ୍କ ଦୁଃସାହସିକ କାର୍ଯ୍ୟ । ସମୁଦ୍ରରେ ସ୍କୁବା ଡ୍ରାଇଭିଂ କଲେ ନରେନ୍ଦ୍ର ମୋଦି । । ଲାକ୍ଷାଦ୍ୱୀପ ଗସ୍ତ ସମୟରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ସମୁଦ୍ରରେ ସ୍କୁବା ଡାଇଭିଂ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହା ଏବେ ସୋସିଆନ ମିଡିଆରେ ଭାଇରାଲ ହେବାରେ ଲାଗିଛି । । ୧୪୦ କୋଟି ଭାରତୀୟଙ୍କର କଲ୍ୟାଣ କରିବା ପାଇଁ ଆହୁରି ଅଧିକ ପରିଶ୍ରମ କେମିତି କରାଯାଇପାରିବ ସେନେଇ ପ୍ରେରଣା ପାଇଥିବା ପ୍ରଧାନମନ୍ତ୍ରୀ ନିଜ କ୍ୟାପସନରେ ଉଲ୍ଲେଖ କରିଛନ୍ତି ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!